ଲାଲୁଙ୍କୁ ବେଲ

ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୧୯ ତାରିଖ ପର୍ୟ୍ୟନ୍ତ ସେ ବେଲ୍ରେ ରହିବେ । ଏହା ଭିତରେ ସେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହେବେ । ସେହିପରି ରାବଡୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଜାମିନ୍ ମିଳିଛି । ଆଇଆରସିଟିସି ଦୁର୍ନୀତି ମାମଲାର ସିବିଆଇ ଓ ଇଡି ଯାଞ୍ଚ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 − 2 =