ଇସ୍ତଫା ଦେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ()  ଆରବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ୟ୍ୟ । କାର୍ୟ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ୟ୍ୟ । ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ ବିରଳ ଆଚାର୍ୟ୍ୟ । ସେ ଗତ ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇ ପାଇଁ ନିଜ ପଦରେ ରହି ସୂଚାରୁ ରୂପେ କାର୍ୟ୍ୟଭାର ତୁଲାଉ ଥିଲେ ।ଆରବିଆଇରେ ପାଖାପାଖି ୭ ମାସ ଭିତରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି ।

Share

Leave a Reply

Your email address will not be published. Required fields are marked *

three + 7 =