କେନ୍ଦ୍ର କମାଇଲା ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ–ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୫୦ ପଇସା କମାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲି ଆଜି ଏକ ସାମ୍ବାଦିକ ସମ୍ମଳନତରେ କହିଛନ୍ତି ଯେ ତୈଳ କମ୍ପାନୀ ମାନେ ପେଟ୍ରୋଲ ଓ ଡିଜେଲ ଉପରୁ ୧ଟଙ୍କା କମାଇବେ । କେନ୍ଦ୍ର ସରକାର ମଧ୍ୟ ୧ ଟଙ୍କା ୫୦ ପଇସା କମାଇବେ । ରାଜ୍ୟ ସରକାର ଗୁଡିକ ନିଜ ନିଜ ରାଜ୍ୟରେ ୨ ଟଙ୍କା ୫୦ ପଇସା ଭାଟ କମାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଜେଟଲି ରାଜ୍ୟ ସରକାର ଗୁଡିକୁ ଅନୁରୋଧ କରିଛନ୍ତି । ଏହା ହେଲେ ସାଧାରଣ ଲୋକେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା କମ୍ରେ ପାଇବେ ।

Share

Leave a Reply

Your email address will not be published. Required fields are marked *

sixteen + fifteen =