ଚଳିତ ବର୍ଷ ନିଟ ପଜି-୨୦୨୨ ପରୀକ୍ଷା ସ୍ଥଗିତ

ଚଳିତବର୍ଷ ନିଟ୍ ପିଜି-୨୦୨୨ ପରୀକ୍ଷା ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ୟ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା। ପରୀକ୍ଷା ସ୍ଥଗିତ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।

Share

Leave a Reply

Your email address will not be published. Required fields are marked *

five × two =