ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଭୁବନେଶ୍ବର()   ନିର୍ବାଚନ ଫଳାଫଳ ଆସିନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇସାରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକ ସଭାରେ ଶାସକ ବିଜେଡିର ପ୍ରଦର୍ଶନ ଉତ୍ସାହଜନକ ଥିବାରୁ ନବୀନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୋଦି।କାରଣ ଭୋଟ ଗଣତିର ଅଧା ହେବାରୁ ହିଁ ଜଣାପଡୁଛି ଓଡିଶାରେ କେବଳ ନବୀନ ହିଁ ସରକାର ଗଢିବେ ।

Share

Leave a Reply

Your email address will not be published. Required fields are marked *

17 − 17 =