ବାପ ପଛରେ, ପୁଅ ଆଗରେ

ଭୁବନେଶ୍ବର()  ବାପ ପଛରେ, ପୁଅ ଆଗରେ ।ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆଗରେ ଅଛନ୍ତି। ଶେଷ ଖବର ସୁଦ୍ଧା ୧୪୬ଟି ବିଧାନସଭା ଆସନରୁ ୧୧୦ଟିରେ ବିଜେଡି ଆଗୁଆ ରହିଥିବା ବେଳେ ୨୨ଟିରେ ବିଜେପି ଓ ୧୨ଟିରେ କଂଗ୍ରେସ ଆଗରେ ରହିଛି।

Share

Leave a Reply

Your email address will not be published. Required fields are marked *

one × five =