ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ୍ ।ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।

ଅପରାହ୍ନ ୩ଟାରେ ମାଂଚେଷ୍ଟରର ଓଲଡ ଟ୍ରାଫୋର୍ଡରେ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ । ବର୍ତମାନ ଟିମଇଣ୍ଡିଆର ଫର୍ମ ଓ ଟିମ୍ କଂବିନେସନକୁ ଦେଖିଲେ ଯେ କେହି ବି କହିବେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଠାରୁ ଶକ୍ତିଶାଳୀ । ତେବେ ୬ ଥର ସେମି ଫାଇନାଲ ଖେଳିଥିବା ଭାରତ ଜିତିଛି ୩ , ହାରିଛି ୩ ଥର । ଅନ୍ୟପଟେ କିନ୍ତୁ ନ୍ୟୁଜିଲାଣ୍ଡ ୭ ଥର ବିଶ୍ୱକପ୍ ସେମି ଫାଇନାଲ ଖେଳିଥିଲେ ମଧ୍ୟ ଗୋଟିଏ ଥର ସେମି ଅତିକ୍ରମ କରି ଫାଇନାଲକୁ ପ୍ରବେଶ କରିଛି ।

Share

Leave a Reply

Your email address will not be published. Required fields are marked *

4 + 13 =