ଆଫଗାନିସ୍ତାନକୁ ୨୨୫ ରନର ଟାର୍ଗେଟ

ନିଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୨୨୪ ରନ କରିବାକୁ ସକ୍ଷମ ହୋଇଛି ଭାରତ । କ୍ୟାପଟେନ ବିରାଟ କୋହଲି ମ୍ୟାଚରେ ସର୍ବାଧିକ ୬୭ ରନ କରିଛନ୍ତି ।

ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି।

ରୋଜ ବାଉଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ତା’ର ମୁଖ୍ୟ ଶକ୍ତି ସ୍ପିନରକୁ ହିଁ ପ୍ରଥମ ଓଭରରେ ଲଗାଇଥିଲା ଏବଂ ଟିମକୁ ଏହାର ଫାଇଦା ମଧ୍ୟ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

8 − 3 =