ମୋଦି ଏବଂ ଡୋଭାଲଙ୍କୁ ଜୈଶର ଟାର୍ଗେଟ

ନୂଆଦିଲ୍ଲୀ() ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ ।  ଜାମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ପ୍ରତିଶୋଧରେ ଜୈଶ ଇ ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NSA ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଛି । ଜୈଶ ମୋଦି ଏବଂ ଡୋଭାଲଙ୍କୁ ଟାର୍ଗେଟ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏଥିପାଇଁ ଜୈଶ ଏକ ସ୍ୱତନ୍ତ୍ର ସ୍କ୍ୱାଡ ପ୍ରସ୍ତୁତି କରିଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି । ISIର ଜଣେ ମେଜର ଜୈଶ ସହ ମିଳିତ ଯୋଜନା କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen − four =