ନିଷ୍ପତ୍ତି ଶୁଣାଇଲା ICC

ମହେନ୍ଦ୍ର ସିଂହ ଧୋନୀ ଓ୍ଵିକେଟ୍ କିପିଂ ସମୟରେ ଗ୍ଲୋଭସ୍ରେ ବଳିଦାନ ଲୋଗ ସହ ବିଶ୍ୱକପ୍ ଖେଳିପାରିବେ ନାହିଁ ବୋଲି କହିଛି ଆଇସିସି । ଧୋନି ଏପରି ଗ୍ଲୋଭସ୍ ପିନ୍ଧିବା ଅନୁଚିତ । କୌଣସି ଖେଳାଳି ଗ୍ଲୋଭସ୍ ଉପରେ ନିଜସ୍ୱ ବାର୍ତ୍ତା ଦେଇପାରିବେ ନାହିଁ ବୋଲି କହିଛି ଆଇସିସି । ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଏହି ଗୋଭ୍ସ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ଧୋନୀ । ଏହାକୁ ନେଇ ଆପତ୍ତି ଉଠାଇଥିଲା ଆଇସିସି । ଧୋନୀଙ୍କ ଏହି ଗ୍ଲୋଭ୍ସକୁ ଅନୁମତି ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ ।

Share

Leave a Reply

Your email address will not be published. Required fields are marked *

2 × three =