ଚାକିରିରୁ କାହାକୁ ବାହାର କରନ୍ତୁ ନାହିଁ

ନୂଆଦିଲ୍ଲୀ () କରୋନା ହାରିବ ଭାରତ ଜିତିବ । ଏଥିପାଇଁ ଲକ୍‌ଡାଉନ୍‌କୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ୭ଟି ଦିଗ ପ୍ରତି ଧ୍ୟାନ ଦେବା ସହ ଏଥିପ୍ରତି ଯତ୍ନବାନ ହେବା ଓ ଏହାକୁ ଅନୁଶାସନର ସହ ପାଳନ କରିବା ପାଇଁ ମୋଦୀ କହିଛନ୍ତି । ସେହି ମନ୍ତ୍ର ଗୁଡିକ ହେଲା

–ଲକ୍‌ ଡାଉନ୍‌ ସମୟରେ ବୟସ୍କ ଲୋକମାନଙ୍କର ଧ୍ୟାନ ରଖିବା

-ଲକ୍‌ଡାଉନ୍‌କ କଡାକଡି ଭାବେ ଅନୁଶାସନ ସହ ପାଳନ କରନ୍ତୁ

-ଘରେ ତିଆରି ହୋଇଥିବା ମାସ୍କ ବ୍ୟବହାର କରନ୍ତୁ

-ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିର୍ଦେଶକୁ ପାଳନ କରନ୍ତୁ

-ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରନ୍ତୁଗରିବ ଲୋକଙ୍କର ଦେଖାଶୁଣା କରନ୍ତୁ

-ଚାକିରିରୁ କାହାକୁ ବାହାର କରନ୍ତୁ ନାହିଁ

-କରୋନା ଯୋଦ୍ଧାଙ୍କର ଆଦର କରନ୍ତୁ

Share

Leave a Reply

Your email address will not be published. Required fields are marked *

seventeen − 14 =