ସଚିବାଳୟରେ କେଜରିୱାଲଙ୍କୁ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଆଜି ଲଙ୍କାଗୁଣ୍ଡ ମାଡ ହୋଇଛି । ଦିଲ୍ଲୀ ସଚିବାଳୟ ଭିତରେ କଡା ନିରାପତା ବ୍ୟବସ୍ଥା ଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ ମାଡ ହେବା ଏଠାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ ମାଡ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।ସଚିବାଳୟ ଭିତରେ ସପୃକ୍ତ ଯୁବକର ଏଭଳି କାର୍ଯ୍ୟ ପଛର କାରଣ କଣ ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

thirteen + twelve =