ସହଜ ହେବ ପ୍ୟାନ କାର୍ଡ ମିଳିବା

ନୂଆଦିଲ୍ଲୀ() ଆଧାର କାର୍ଡ ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ପ୍ୟାନ କାର୍ଡ ପାଇବା ସହଜ ହୋଇପାରିବା ।

Share

Leave a Reply

Your email address will not be published. Required fields are marked *

9 − three =