ବିକ୍ରି ହେବ ଆଇଡିବିଆଇ ଓ ଏଲଆଇସିର ଅଂଶଧନ

ନୂଆଦିଲ୍ଲୀ() ସରକାର ଜୀବନବୀମା କମ୍ପାନୀ ଏଲଆଇସିରୁ ଅଂଶଧନ ପ୍ରତ୍ୟାହାର ଏବଂ ଆଇଡିବିଆଇ ବ୍ୟାଙ୍କରୁ ସରକାରଙ୍କ କିଛି ଅଂଶଧନ ବିକ୍ରି କରିବା ପାଇଁ ନିଷ୍ପତି କରିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଘୋଶଣା କରିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଯେ କୌଣସି ବିବାଦିୟ ଟିକସ ବିନା ସୁଦ୍ଧରେ ଦେବାର ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 5 =