କଂଗ୍ରେସ ନେତାଙ୍କୁ ଆକ୍ରମଣ

କଂଗ୍ରେସ ନେତା ଆର୍ୟ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ ।ଭଦ୍ରକ ସହରର ବନ୍ତ ଛକରେ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବ।ଚନ ମଣ୍ଡଳିରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଆର୍ୟ୍ୟ ଜ୍ଞାନେନ୍ଦ୍ର ତାଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 1 =