କଳାତାଲିକାଭୁକ୍ତ ହେବେ ଠକ ଠିକାଦାର : ସୁଶାନ୍ତ ସିଂ

ଭୁବନେଶ୍ୱର()  ଅଧାରୁ କାମ ଛାଡି କଂଟ୍ରାକ୍ଟର ଅନ୍ୟ ବିଭାଗରେ କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ଅତନୁ ।

ଅତନୁଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁମାନେ ନିମ୍ନମାନର କାମ କରୁଛନ୍ତି ଓ କାମ ଅଧା ପକାଇ ପଳାଉଛନ୍ତି ସେହି କଂଟ୍ରାକ୍ଟରଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବା ସହ ତାଙ୍କୁ କଳା ତାଲିକା ଭୁକ୍ତ କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏଥିରେ ୧୬ ହଜାର ୨୪୧ ଗାଁକୁ ରାସ୍ତା କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × four =