ରତ୍ନଭଣ୍ଡାର ଖୋଲିବାର ପାଇଁ ପ୍ରସ୍ତାବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର() ରତ୍ନଭଣ୍ଡାର ଖୋଲିବନି କି ଅଡିଟ ହେବନି ଏନେଇ ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ ପ୍ରତାନ ଜେନା । ଆଜି ବିଧାନସଭାରେ ସୁରେଷ ରାଉତରୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, ଏବେ ରତ୍ନଭଣ୍ଡାର ଖୋଲିବାର ପାଇଁ ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲା ଯାଇଥିଲା । ‘ତନଖି ପାଇଁ ଏବେ ରତ୍ନଭଣ୍ଡାର ଖୋଲିବା ନେଇ କିଛି ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଅଡିଟ ସହ ତାଲିକା ସାର୍ବଜନିନ ପଦକ୍ଷେପ ନିଆଯାଇନି ।

Share

Leave a Reply

Your email address will not be published. Required fields are marked *

6 + three =