ବାୟୁସେନା ବିମାନ ନିଖୋଜ

ଜୋରହଟ୍()  ଆସାମ ଜୋରହଟରୁ ଅରୁଣାଚଳ ପ୍ରଦେଶ ମେଚୁକା ବାୟୁସେନା ବିମାନ ଘାଟୀକୁ ଯାଉଥିବା ଏକ ଏଏନ୍-୩୨ ବିମାନ ନିଖୋଜ ହୋଇଯାଇଥିବା ଜଣାପଡିଛି । ବିମାନରେ ୫ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ଚାଳକଦଳ ସଦସ୍ୟ ଥିଲେ। ଆଜି ଦିନ ପ୍ରାୟ ୧୨ଟା ୨୫ ମିନିଟରେ ବିମାନଟି ଉଡାଣ ଭରିଥିବା ଜଣାପଡିଛି । ତେବେ ବର୍ତ୍ତମାନ ସମୟରେ ବିମାନକୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେବେ ସନ୍ଧାନ ସମ୍ପର୍କରେ ବାୟୁସେନା ପକ୍ଷରୁ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

11 + six =