ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଆଉ ଏକ ବଡ ଦାୟିତ୍ୱ

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଆଉ ଏକ ବଡ ଦାୟିତ୍ୱ । କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହୋଇଛନ୍ତି ସସ୍ମିତ । ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ର ମନୋନୀତ । ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି ସସ୍ମିତ ପାତ୍ର ।

Share

Leave a Reply

Your email address will not be published. Required fields are marked *

20 − 19 =