ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୋକିମ୍

କଂଗ୍ରେସ କୁ ଲାଗିଲା ବଡ଼ ଝଟକା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୋକିମ୍ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍ ।

ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମଙ୍କ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ, । ଦଳରେ ଆଲୋଚନା ହେବା ଉଚିତ୍ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ । କଂଗ୍ରେସ ଛାଡି ବିଜେଡିରେ ମିଶିବା ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ମୋକିମ୍ ।

Share

Leave a Reply

Your email address will not be published. Required fields are marked *

4 × 2 =