ଓୟୁଏଟିକୁ ଫାଇଭ-ଟି ସଚିବଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର() ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି ଫାଇଭ-ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍ । ପ୍ରାତଃ ଭ୍ରମଣରେ ଯିବା ସମୟରେ ପହଂଚି ଯାଇଥିଲେ ଫାଇଭ-ଟି ସଚିବ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି । ସକାଳୁ ସକାଳୁ ଓୟୁଏଟି ପ୍ରାଙ୍ଗଣରେ ପହଁଚି ଛାତ୍ରାବାସ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିବା ନେଇ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen − 3 =