ସାରୁ ଖାଇବାର ଉପକାରୀତା

ସାରୁରେ କାର୍ବୋହାଇଟ୍ରେଡ, ଭିଟାମିନ ଏ , ଭିଟାମିନ ବି ,ମାଙ୍ଗାନିଜ, ପ୍ରୋଟିନ , ଭିଟାମିନ କେ , ଭିଟାମିନ ସି ,କ୍ୟାଲସିଅମ , କପର , ଆଇରନ ଅବ୍ୟ ବହୁପ୍ରକାର ନିଉଟ୍ରିଅନଓ ଓ ମିନେରାଲ ସବୁ ରହିଥାଏ ।
ସାରୁ ଖାଇବା ଦ୍ୱାରା ହାଲିଆ ଲାଗେ ନାହିଁ । ଯଦି ଏଭଳି ସମସ୍ୟାର ରହିଛି ତେବେ ସାରୁ ଖାଇବା ଦ୍ୱାରା ଏହି ସମସ୍ୟା ରହେନାହିଁ ।
ଓଜନ କମିଥାଏ – ସାରୁ ଖାଇବା ଦ୍ୱାରା ଆମର ଓଜନ କମିଥାଏ । କାରଣ ସାରୁରେ କାର୍ବୋହାଇଟ୍ରେଡ ଏବଂ ଡାଇଟେରିଫାଇବର ଥିବାରୁ ଏହା ଆମର ଓଜନ କମାଇବାରେ ସାହାଯ୍ୟ କରିଥାଏ ।
ହଜମ କରାଇଥାଏ – ଯଦି ପେଟରେ ଆପଣଙ୍କ କୌଣସି ବିଷାକ୍ତ ଦ୍ରବ୍ୟ ରହିଥାଏ ତାକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ଖାଦ୍ୟ ଜିନିଷ ସହଜରେ ହଜମ ହୋଇଥାଏ ।
ହୃଦ ରୋଗ – ସାରୁ ଖାଇବା ଦ୍ୱାରା ହୃଦ ଜନିିତ ରୋଗ ଭଲହୋଇଥାଏ । ଯଦି ଆପଣ ହୃଦ ଜନିତ ରୋଗରେ ପୀଡିତ ତେବେ ସାରୁ ଖାଇବା ଅତ୍ୟନ୍ତ ଆବଶ୍ୟକ ।
ବ୍ଲଡ ପ୍ରେସର କମିଥାଏ – ସାରୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର ଭଳି ସମସ୍ୟା ମଧ୍ୟ ଠିକ ହୋଇଥାଏ ।
ଚର୍ମଜନିତ ରୋଜ – ଯଦି ଆପଣଙ୍କ ଚର୍ମ ଜନିତ ରୋଗ ଅଛି ତେବେ ସାରୁ ଖାଇବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ । ଆଂଟି ଅକ୍ସିଡେଂଟ ଏଜେଂଟ , ଆଂଟି ବ୍ୟାକଟେରିଆ ଏଜେଂଟ ଥିବାରୁ ଏହା ତ୍ୱଚା ଜନିତ ସମସ୍ୟା ଠିକ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

1 × three =