ସୌନ୍ଦର୍ଯ୍ୟ ଖରାପ କରୁଛି କି ତିଳଚିହ୍ନ? ପ୍ରତିକାର କରନ୍ତୁ

ତିଳଚିହ୍ନ ଶରୀରରେ ସୌନ୍ଦର୍ୟ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଚେହେରାରେ ଜରୁରୀ ଠାରୁ ଅଧିକ ରାଶି ସୁନ୍ଦରତା ବଢ଼ାଇବା ବଦଳରେ ଚେହେରାକୁ ଖରାପ କରି ଦେଇଥାଏ। ଏଥିରୁ ଚିନ୍ତିତ ହୋଇ ଅନେକ ଳୋକ ବହୁତ ପ୍ରକାରର କସମେଟିକ ସର୍ଜରୀର ସାହାରା ନେଉଛନ୍ତି ଯାହା ବହୁତ ଦାମୀ ହୋଇଥାଏ ଏବଂ ଏହା ସହିତ ଏଥିରେ ଅନେକ ପ୍ରକାରର ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ନିଜ ତିଳଚିହ୍ନକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଏହାକୁ ହଟାଇବା ପାଇଁ ରଷୁଣର ସାହାଯ୍ୟ ନିଅନ୍ତୁ। ଆସନ୍ତୁ ଜାଣିବା କେମିତିଟ୍ଟ ସାମଗ୍ରୀ
• ଗୋଟିଏ ରଷୁଣ
• କଟନ କପଡା
ପ୍ରସ୍ତୁତି ପ୍ରଣାଳୀ
• ସର୍ବପ୍ରଥମେ ରଷୁଣର କୋଲାକୁ ପେଶି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।
• ରଷୁଣର ଏହି ପେଷ୍ଟକୁ ସେହି ଯାଗାରେ ଲଗାନ୍ତୁ ଯେଉଁ ସ୍ତାନରୁ ଆପଣ ତିଳଚିହ୍ନ ହଟାଇବାକୁ ଚାହୁଁଛନ୍ତି।
• ତିଳଚିହ୍ନରେ ପେଷ୍ଟ ଲଗାଇବା ପରେ ସେହି ସ୍ତାନରେ ସୂତାର କପଡା ବାନ୍ଧି ଦିଅନ୍ତୁ।
• ଏହି କପଡାକୁ ରାତି ସାରା ବାନ୍ଧି ରଖନ୍ତୁ।
ଭଲ ରେଜଲ୍ଟ ପାଇବା ପାଇଁ ଏହି ଉପାୟକୁ ଦିନରେ ୨-୩ ଥର ପ୍ରୟୋଗ କରନ୍ତୁ ଏବଂ ସପ୍ତାହରେ ୩ ଥର ନିଶ୍ଚୟ ପୁନର୍ବାର କରନ୍ତୁ। ଧ୍ୟାନ ରଖନ୍ତୁ ରଷୁଣର ପେଷ୍ଟ କାରଣରୁ ପ୍ରଥମ ଦିନରେ ତିଳଚିହ୍ନରେ ଏକ ଆସ୍ତରଣ ହୋଇଯିବ। ଧୀରେ ଧୀରେ ଏହାର ଅକାର ଛୋଟ ହୋଇ ଗାୟବ ହୋଇଯିବ। ଧ୍ୟାନ ରଖନ୍ତୁ ଆପଣଙ୍କୁ ତିଳଚିହ୍ନରେ ହୋଇଥିବା ଆସ୍ତରଣକୁ ନିଜ ହାତରେ କାଢ଼ିବା ଉଚିତ ନୁହେଁ।
Share

Leave a Reply

Your email address will not be published. Required fields are marked *

4 × 2 =