ସରଗମରେ ରଚ୍ଚନା

ଭୁବନେଶ୍ୱର() ଓଡିଆ ଓ ବଙ୍ଗଳା ଫିଲ୍ମର ଚିରସବୁଜ ଅଭିନେତ୍ରୀ ରଚ୍ଚନା ବାନାର୍ଜୀ ପ୍ରଥମ ଥର ପାଇଁ ଛୋଟ ପରଦାରେ ନଜର ଆସିବେ । ଦୀର୍ଘ ବର୍ଷ ଧରି ବ୍ୟବଧାନ ପରେ ପୁଣି ଥରେ ଓଡିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରୁଛନ୍ତି ରଚ୍ଚନା ।

‘ଜୀ ସାର୍ଥକ’ରେ ପ୍ରସାରିତ ହେବାକୁ ଯାଉଥିବା ମେଗା ଧାରାବାହିକ ସରଗମରେ ଅଭିନୟ କରିବେ ରଚ୍ଚନା । ତାସହ ରଚ୍ଚନାଙ୍କୁ ନେଇ ସୁଟ ହୋଇଥିବା ସରଗମର ପ୍ରୋମୋ ବି ଏବେ ଦର୍ଶକଙ୍କ ପାଖକୁ ଆସିଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 4 =