ବକ୍ସଅଫିସରେ ଧମାଲ କରୁଛି “ୱାର”

ମୁମ୍ବାଇ()  ବକ୍ସଅଫିସରେ ଧମାଲ କଲା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କ ଆକ୍ସନ ଥ୍ରିଲର ଫିଲ୍ମ “ୱାର” । ଓପନିଙ୍ଗ ଦିନରୁ ହିଁ ଦର୍ଶକଙ୍କ ମନ କିଣିନେଇ ଧମାଲ କରିଛି । ୩ଦିନରେ ବକ୍ସ ଅଫିସରେ ୧୦୦କୋଟି ବ୍ୟବସାୟ କରିଛି ଏହି ଫିଲ୍ମଟି । ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କ ଏହି ଆକ୍ସନ ଥ୍ରିଲର ଫିଲ୍ମଟି ଦର୍ଶକଙ୍କ ପ୍ରିୟ ହୋଇପାରିଛି ।ଫିଲ୍ମର ସମସ୍ତ ଗୀତ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଛି ।

Share

Leave a Reply

Your email address will not be published. Required fields are marked *

2 × four =