ଆଜି ପରଦାକୁ ଆସିବ ‘ନିମକି’, ପ୍ରିମିୟର ସୋ’ରେ ଜୟା ବଚ୍ଚନ ପଢନ୍ତୁ…

ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି ନିମପୁରରୁ ନବୀନ ନିବାସ। ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର୍ୟ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି ସିନେମାରେ। ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ଅଭିନେତ୍ରୀ ଜୟା ବଚ୍ଚନ। ଲିଡ୍ ରୋଲରେ ନଜର ଆସୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।

Share

Leave a Reply

Your email address will not be published. Required fields are marked *

two × 2 =