ସୋସିଆଲ ମିଡିଆରେ ଦିଶା

ଦିଶା ପଟ୍ଟନୀ ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ବହୁତ କମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିପାରିଛନ୍ତି। ଅଭିନୟ ପାଇଁ କମ ଓ ନିଜ କ୍ୟୁଟ ସ୍ମାଇଲ ପାଇଁ ଅଧିକ ଫେମସ ହୋଇଛନ୍ତି ଦିଶା ପଟ୍ଟାନୀ ।

ଫିଲ୍ମରୁ ଅଧିକ ଦିଶା ଆଜିକାଲି ବ୍ରାଣ୍ଡ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏବେ କିଛି ଦିନ ତଳେ ଦିଶା ମ୍ୟାଗଜିନ ପାଇଁ ବୋଲ୍ଡ ଫଟୋଶୁଟ୍ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଫଟୋ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛି।

ବଲିଉଡରେ ଯଦି କିଏ ନିଜ କ୍ୟୁଟନେସ ଓ ହଟ୍ନେସର ମିଶ୍ରଣ ତ ସେ ହେଉଛନ୍ତି ଦିଶା। ସୋସିଆଲ ମିଡିଆରେ ପଟ୍ଟାନୀ ତାଙ୍କର ଅନେକ ଫଟୋ ସେଆର କରିଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସନୀୟ। ତାଙ୍କୁ ବୋଲ୍ଡନେସ, ହଟନେସ ଓ କ୍ୟୁଟନେସର ମିକ୍ସଚର କୁହାଯାଏ।

ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ମଧ୍ୟ ସେ ଜଣା ଶୁଣା। ଦିଶା ପ୍ରଫେସନାଲ ଲାଇଫରୁ କମ ନିଜ ପର୍ସନାଲ ଲାଇଫ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଟାଇଗର ଓ ଦିଶା ତାଙ୍କ ପ୍ରଥମ ଗୀତ ଶୁଟିଂ ସମୟରୁ ହିଁ ଫେମସ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

1 × two =