ଜାଣନ୍ତୁ ନୀତା ଅମ୍ବାନୀଙ୍କ ଏହି ୪ ଗୋପନୀୟ କଥା

ମୁମ୍ବାଇ() ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଲୋକଙ୍କ ମଧ୍ୟରେ ଖୁବ ଜଣା ଶୁଣା। ନୀତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ନୀତାଙ୍କ ନିଆରା ବ୍ୟକ୍ତିତ୍ୱ ପାଇଁ ସେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ନୀତାଙ୍କ ବ୍ୟକ୍ତିଗତ ଜୀବନର କିଛି ରାଜ ବିଷୟରେ ଜାଣନ୍ତୁ ଯାହା ଅଧିକାଂଶ ଲୋକେ ଜାଣିନଥିବେ।

ଧୀରୁଭାଇ ଅମ୍ବାନୀ ନୀତାଙ୍କୁ ଏକ ନୃତ୍ୟ କାର୍ୟ୍ୟକ୍ରମରେ ଦେଖିଥିଲେ।ସେଠାରେ ଧୀରୁଭାଇ ନୀତାଙ୍କୁ ମୁକେଶଙ୍କ ସହ ଦେଖା କରିବାକୁ ପ୍ରସ୍ତାବ ଦେଇଥିଲେ। ନୀତା ଧୀରୁଭାଇଙ୍କ କଥାରେ ରାଜି ହୋଇ ମୁକେଶଙ୍କୁ ଭେଟିଥିଲେ।

ନୀତାଙ୍କ ମନପସନ୍ଦ ଖେଳ ହେଉଛି କ୍ରିକେଟ। ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିୟନ୍ସର ମାଲିକାଣୀ ହେଉଛନ୍ତି ନୀତା।

ନୀତା ଅମ୍ବାନୀ ଜଣେ ଓକିଲ ହେବାର ସ୍ବପ୍ନ ରଖିଥିଲେ। ହେଲେ ତାଙ୍କ ଶ୍ବଶୁରଙ୍କ ରୋଗ କାରଣରୁ ନୀତା ଏଲଏଲବି ପଢା ମଝିରୁ ବନ୍ଦ କରିଥିଲେ।

ନୀତା ଅମ୍ବାନୀ ଜଣେ ଭରତନାଟ୍ୟମ ଡାନ୍ସର।ସେ ଏକ ଭିନ୍ନ ଅନ୍ଦାଜରେ ନିଜ ଦିନ ଆରମ୍ଭ କରନ୍ତି।

Share

Leave a Reply

Your email address will not be published. Required fields are marked *

2 × one =