ରେକର୍ଡ ପାଇଁ ଅଚେତ ହ୍ୟୁମାନ

କଟକ()ଚର୍ଚ୍ଚାରେ ଓଡିଆ ଲୋକପି୍ରୟ କଣ୍ଠଶିଳ୍ପୀ ହୁ୍ୟମାନ ସାଗର । ତେବେ ଚର୍ଚ୍ଚାର କାରଣ ହେଲା ରେକର୍ଡ ପାଇଁ ଅଚେତ ହେଲେ ହୁ୍ୟମାନ । ଷ୍ଟୁଡିଓରେ ଏକାଧୀକ ଗୀତ ଗାଇ ଅଚେତ ହୋଇପଡିଥିଲେ ହୁ୍ୟମାନ ।

ସୂଚନାଅନୁସାରେ , ଗୋଟିଏ ଦିନରେ ଏକାଧିକ ଗୀତ ଗାଇ ଚେତାଶୂନ୍ୟ ହୋଇପଡିଥିଲେ ହୁ୍ୟମାନ । କଟକ ସ୍ଥିତ ମିଲ୍ଲନ ଷ୍ଟୁଡିଓରେ ରେକର୍ଡଡିଙ୍ଗ ଚାଲିଥିବା ବେଳେ ୧୩ଟି ଗୀତ ଗାଇ ଚେତାଶୂନ୍ୟ ହୋଇପଡିଥିଲେ ହୁ୍ୟମାନ । ଏହାସତ୍ୱେ ଟିକେ ସୁସ୍ଥ ହେବା ମାତ୍ରକେ ସେ ଆଉ ୪ଟି ଗୀତ ଗାଇ ରେକର୍ଡ କରିଛନ୍ତି । ଏବେ ହୁ୍ୟମାନ ସୁସ୍ଥ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − fifteen =