ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ () ଆଉ ୧୪ ଦିନ ବଢ଼ିଲା ଲକ୍‌ଡାଉନ୍‌ । ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ସରିଥାନ୍ତା ।

ତେବେ ମେ ୪ରୁ ପୁଣି ଥରେ ଦୁଇ ସପ୍ତାହ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରହିବାକୁ ପଡ଼ିବ । କରୋନା ଆମକୁ ଏମିତି ଘରେ ବନ୍ଦ କରି ରଖିବାକୁ ବାଧ୍ୟ କରିଛି ।

Share

Leave a Reply

Your email address will not be published. Required fields are marked *

10 + 15 =