ଏହି ଅଭିନେତ୍ରୀଙ୍କ ସହ ହୋଟେଲ ରୁମ୍ରୁ ଧରା ପଡିଥିଲେ ସଂଜୟ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ହେଉଛନ୍ତି ସଂଜୟ ଦତ୍ତ। ଆଜି ଯାଏଁ ସେ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସଂଜୟ ଦତ୍ତ ଅଧିକାଂଶ ସମୟ ବିବାଦରେ ରୁହନ୍ତି।

ତେବେ ଜାଣନ୍ତୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ସଂଜୟ ଦତ୍ତଙ୍କ ସହ ହୋଟେଲ ରୁମ୍ରେ ଥିବା ବେଳେ ଧରା ପଡିଥିଲେ। ଏକ ସମାରୋହରେ ସଂଜୟ ଦତ୍ତ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ସହ ଦେଖା ହୋଇଥିଲେ। ସେଠାରେ ଦେଖା ହେବା ପରେ ଉଭୟ ବହୁତ ଭଲ ସାଙ୍ଗ ହୋଇଥିଲେ। ଧିରେ ଧିରେ ଉଭୟ ଲୁଚିଛପି ଦେଖା ହେଉଥିଲେ।

ରିପୋର୍ଟ ଅନୁସାରେ ଥରେ ସୁସ୍ମିତା ସେନ୍ ବିଦେଶ ଗସ୍ତରେ ଯାଇଥିଲେ। ସେହି ସମୟରେ ସଂଜୟ ଦତ୍ତ ତାଙ୍କୁ ଦେଖା କରିବା ପାଇଁ ଲଣ୍ଡନ ପହଞ୍ଚିଯାଇଥିଲେ। ସଂଜୟ- ସୁସ୍ମିତା ସେନ୍ଙ୍କ ସହ ଗୋଟେ ହୋଟେଲ ରୁମ୍ରେ ରହିଥିଲେ। ଏହି ବିଷୟରେ ଏକ ସାକ୍ଷାତକାରରେ ସୁସ୍ମିତା ନିଜେ ସୂଚନା ଦେଇଥିଲେ। ସେହି ସମୟରେ ଦୁହେଁ ବେଶ ଚର୍ଚ୍ଚାରେ ଥିଲେ। ଏହି କାରଣ ପାଇଁ ସଂଜୟଙ୍କ ଦ୍ବତୀୟ ପତ୍ନୀ ରିୟା ତାଙ୍କଠୁ ଅଲଗା ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

4 − 1 =