କାହିଁକି ଯବାନଙ୍କ ପାଇଁ ନିଷେଧ ହୋଇନଥାଏ ମଦ, ଜାଣନ୍ତୁ

ଦେଶର ରକ୍ଷା ପାଇଁ ଯବାନ ପ୍ରତି କ୍ଷଣ ସଜାଗ ରହିବାକୁ ପଡ଼ିଥାଏ ଏବଂ ଏହି କାରଣ ଯୋଗୁଁ ମୂଳ ନିୟମ ଏବଂ ଉଚ୍ଚ ଭାବନାରେ ରହିବା ଜରୁରୀ ହୋଇଥାଏ।

ଯବାନଙ୍କୁ ବହୁତ ସମସ୍ୟାମୂଳକ ପରିସ୍ଥିତିରେ ଦେଶରକ୍ଷା କାମ କରିବାକୁ ପଡ଼ିଥାଏ। ସେମାନେ ଥଣ୍ଡା ଜାଗାରେ ମଧ୍ୟ ସୀମାରେ ଛିଡ଼ା ରହିଥାଆନ୍ତି। ଏପରି ସ୍ଥାନରେ ଏବଂ ପରିସ୍ଥିତିରେ ମଦ ଯବାନଙ୍କୁ ଗରମ ଏବଂ ଜୀବିତ ରହିବାକୁ ସାହାଯ୍ୟ କରିଥାଏ।

ଯବାନଙ୍କୁ ନିଜ ପରିବାରଠୁ ଦୂରରେ ରହିବାକୁ ପଡ଼ିଥାଏ। ସେମାନେ ଫାଙ୍କା ଥିବାବେଳେ ତାଙ୍କୁ ଏକାକୀପଣ ଅନୁଭବ ହୋଇଥାଏ। ମଦ ପିଇବା ଦ୍ବାରା ତାଙ୍କୁ ସମୟ ଅତିବାହିତ କରିବାକୁ ସାହାଯ୍ୟ ମିଳିଥାଏ।

Share

Leave a Reply

Your email address will not be published. Required fields are marked *

18 − six =