ଜାଣନ୍ତୁ ସାଇକଲକୁ ହିନ୍ଦୀରେ କଣ କୁହାଯାଏ

ଭୁବନେଶ୍ୱର() ଦେଶ ହେଉ କି ବିଦେଶ ହେଉ ଆଜିକାଲି ଲୋକେ ସାଇକଲ ଚଳାଇବାକୁ ପସନ୍ଦ କରୁଛନ୍ତି । ବଡ ବା ଆରାମଦାୟୀ ଗାଡି ଅପେକ୍ଷା ସାଇକଲ ଚଳାଇବା ପାଇଁ ଲୋକ ଅଧିକ ପସନ୍ଦ କରୁଛନ୍ତି । କାରଣ ସାଇକଲ ଯାତାୟାତ ପାଇଁ ସୁବିଧା ହେବା ସହ ବାୟାମ ପାଇଁ ମଧ୍ୟ ଅନେକ ଲୋକ ବ୍ୟବହାର କରନ୍ତି । ହେଲେ ଆପଣ ଜାଣିଛନ୍ତି କି ସାଇକଲକୁ ହିନ୍ଦୀରେ କଣ କୁହାଯାଏ । ତେବେ ଆସନ୍ତୁ ଜାଣିବା ।

ସାଇକଲକୁ ହିନ୍ଦୀରେ ‘ଦ୍ୱଚକ୍ରବହିନୀ’ ବୋଲି କୁହାଯାଏ । ଯାହା ହୁଏତ ଅଧିକାଂଶ ଲୋକ ଜାଣିନଥାନ୍ତି ।

Share

Leave a Reply

Your email address will not be published. Required fields are marked *

one × two =