ପ୍ରତିଟି ସମୟରେ ସଭିଙ୍କୁ ନିରନ୍ତର ବିଜୁଳି ଯୋଗାଣ ଟିପିଏସ୍ଓଡିଏଲର ଲକ୍ଷ୍ୟ। ପାହାଡ଼, ଦୁର୍ଗମ ଅଞ୍ଚଳରେ ଏଥିପାଇଁ କମ୍ପାନୀର ସହକର୍ମୀମାନେ ସବୁ ସମୟରେ କାର୍ଯ୍ୟରତ। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଇଲାକାରେ ବିଜୁଳି ଲାଇନ ସଜାଡ଼ିବା ବେଳର ଫଟୋ

Share

Leave a Reply

Your email address will not be published. Required fields are marked *

8 + seventeen =