ଟ୍ରାଇ ତାଲିକାର ଶୀର୍ଷରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ () ତିନି ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କଂପାନୀ । ଟ୍ରାଇ ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ରିପୋର୍ଟ ଅନୁସାରେ ନଭେମ୍ବର ୨୦୧୯ରେ ରିଲାଏନ୍ସ ଜିଓର ମାର୍କେଟିଙ୍ଗ ସେୟାର ଥିଲା ୩୨.୦୪ ପ୍ରତିଶତ । ନଭେମ୍ବରରେ ଜିଓ ୫୬ ଲକ୍ଷ ନୂଆ ଗ୍ରାହକକୁ ନିଜ ସହ ଯୋଡିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

eight + 7 =