ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଅଘଟଣ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ମାଳତୀ ଦେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ପ୍ରଭାକର ଦେକୁ ଅଟକ ରଖିଛି । ଭାଇର ମୃତ୍ୟୁ ପରେ ଭାଉଜକୁ ବିବାହ କରିଥିଲା ଅଭିଯୁକ୍ତ ପ୍ରଭାକର । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।



Share

Leave a Reply

Your email address will not be published. Required fields are marked *

18 − 1 =