ରାଜ୍ୟରେ ଖୋଲିଲା ଧର୍ମାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ଲାଗି ଦୀର୍ଘଦିନ ହେବ ବନ୍ଦ ହୋଇ ପଡି ରହିଥିବା ଧର୍ମାନୁଷ୍ଠାନ ଆଜିଠାରୁ ଖୋଲିଛି । ଉପାନ୍ତରୁ ଉପକୂଳର ପ୍ରାୟ ଧର୍ମାନୁଷ୍ଠାନ ଖୋଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିଥିବା ବେଳେ କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ମନ୍ଦିର ମଧ୍ୟ ଖୋଲାଯାଇଛି । କୋରାପୁଟ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ମଧ୍ୟ ଅନେକ ପ୍ରସିଦ୍ଧ ଧର୍ମାନୁଷ୍ଠାନ ଖୋଲିଛି ।

 

Share

Leave a Reply

Your email address will not be published. Required fields are marked *

8 − 5 =