ତମନ୍ନା ଭାଟ୍ଟିଆଙ୍କୁ କରୋନା

ନୂଆଦିଲ୍ଲୀ() ବାହୁବଳି ଫିଲ୍ମର ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସେ ନିକଟରେ ହାଇଦ୍ରାବାଦରେ ଏକ ୱେବ୍‌ ସିରିଜ୍‌ ପାଇଁ ସୁଟିଂ କରୁଥିଲାବେଳେ ତାଙ୍କ ଦେହରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଏହାପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ ଏବଂ ସେ କରୋନା ପଜିଟିଭ୍‌ ବାହାରିଥିଲେ । 

Share

Leave a Reply

Your email address will not be published. Required fields are marked *

two × two =