Month: September 2019

ଫେଶନ

ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ ..

ମେଷ – ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ

Read More
Latestରାଜ୍ୟ

ସୋମବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ–କର୍ମକ୍ଷେତ୍ର ଓ ବାଣିଜ୍ୟବ୍ୟବସାୟରେ ଅଗ୍ରଗତିକରିବେ । ନୂତନ ଯୋଜନାକାର୍ଯ୍ୟକାରୀଏବଂମାନସିକଖୁସିଲାଭହେବ ।ବିବାଦରେଜିତାପଟନେବେ ।ମହିଳାମାନେ ଘର କାମରେସଫଳତା ପାଇବେ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୭ । ବୃଷ– ନୂତନ ଯୋଜନାକାର୍ଯ୍ୟକାରୀହେବ

Read More
ରାଜ୍ୟ

ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ନବୀନ ଦୋହରାଇଲେ ନିଜ ଶପଥ

ଭୁବନେଶ୍ୱର () ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୁଣି ଥରେ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ନେଇଥିବା ଶପଥକୁ ଦୋହରାଇଛନ୍ତି । ଏଥିପାଇଁ

Read More
ରାଜ୍ୟ

ଜନ ସଚେତନତା ପାଇଁ ଅଭିନବ କ୍ୟାମ୍ପେନ : ବିକାଶ ରଥ

ଗଂଜାମ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି ମନ୍ତ୍ରର ଦୁଇଟି ମହତ୍ଵପୂର୍ଣ୍ଣ ଦିଗ – ସ୍ୱଚ୍ଛତା ଓ ଟେକ୍ନୋଲୋଜିକୁ ଗୁରୁତ୍ଵ ଦେଇ ଗଂଜାମ ଗ୍ରାମ୍ୟ ଉନ୍ନୟନ ସଂସ୍ଥା

Read More
Latestରାଜନୀତି

ସଭାପତିଙ୍କୁ ସମାଲୋଚନା ମହଙ୍ଗା ପଡିଲା

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ମହଙ୍ଗା ପଡ଼ିଲା । ଯେଉଁ କଂଗ୍ରେସ ଭବନକୁ ସେ ନିରଞ୍ଜନଙ୍କୁ ପୂରାଇ ଦେବେନାହିଁ ବୋଲି କହିଥିଲେ

Read More