ମିନି ସ୍କର୍ଟରେ ପୋଲିଂ ଅଧିକାରୀ,ଫଟୋ ଭାଇରାଲ

ପୁଣି ଚର୍ଚ୍ଚାରେ ପୋଲିଂ ଅଧିକାରୀ ରୀନା ଦ୍ୱିବେଦୀ ।ହଳଦିଆ ଶାଢୀ ପିନ୍ଧା ଫଟୋ ପରେ ମିନିସ୍କର୍ଟ ପିନ୍ଧା ଫଟୋ ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି ।

ପିଡବ୍ଲୁଡିରେ ବରିଷ୍ଠ ସହାୟକ ପଦରେ ଅଧିଷ୍ଠିତ ସଞ୍ଜୟ ଦ୍ୱିବେଦୀଙ୍କୁ ବିବାହ କରିଥିଲେ। ୨୦୦୪ ମସିହାରେ ରୀନାଙ୍କର ବିବାହ ହୋଇଥିଲା। ତେବେ ଅସମୟରେ ସ୍ୱାମୀଙ୍କ ପରଲୋକ ଯୋଗୁ ତାଙ୍କୁ ସରକାରଙ୍କ କର୍ମଚାରୀ ପରିବାର ପୁନର୍ବାସ ଯୋଜନାରେ କନିଷ୍ଠ ସହାୟକ ଚାକିରୀ ମିଳିଛି। ତାଙ୍କର ପୁଅଟିଏ ବି ଅଛି।

ଗତ ଲୋକସଭା ନିର୍ବାଚନ ବେଳେ ମତଦାନ ବାକ୍ସ ନେଇ ରୀନା ପୋଲିଂ ବୁଥକୁ ଯାଉଥିବା ବେଳେ କେହି ତାଙ୍କର ଫଟୋ ଉଠାଇ ସୋସାଲ ମିଡିଆରେ ଅପଲୋଡ କରିଦେଇଥିଲା।ଞ

Share

Leave a Reply

Your email address will not be published. Required fields are marked *

19 − thirteen =