ଆଜିଠୁ ଲର୍ଣ୍ଣିଂ ଲାଇସେନ୍ସ ଲାଗି ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ

Read more