ଓଡିଆ ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାର ସହ କଥା ହେଲେ

ଭୁବନେଶ୍ବର () ପୁଲୱାମା ଆତଙ୍କି ଆକ୍ରମଣରେ ସହିଦ ହୋଇଛନ୍ତି ଦୁଇଜଣ ଓଡିଆ ଯବାନ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ

Read more