Pakistan stops Samjhauta Express

Latestଜାତୀୟ

ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

ଗତକାଲି ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା କରିବା ପରେ ଆଜି ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। ପାକିସ୍ତାନ ମିଡିଆ ତରଫରୁ ଏହି ସୂଚନା ମିଳିଛି।

Read More