ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ୩ ଜଣ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ୩ ଜଣ ବିଧାୟକ ନିଲମ୍ବିତ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ।

Read more

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିରୋଧି

ଭୁବନେଶ୍ୱର: ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା |ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ, ହେଡ଼ଫୋନ ଓ କାଗଜ ଫିଙ୍ଗିଲେ ବିରୋଧି |ଗୃହକୁ ଅପରାହ୍ନ ୪ତା ପର୍ଯ୍ୟନ୍ତ ମୁଲତବି ଘୋଷଣା

Read more