ମିଶନ ଇନ୍ଦ୍ରଧନୁଷର ସଫଳତା ପାଇଁ ଗଂଜାମ ସମ୍ମାନୀତ

ଗଂଜାମ () ମିଶନ ଇନ୍ଦ୍ରଧନୁଷକୁ କାର୍ଯ୍ୟକାରୀ କରିବାରେ ଗଂଜାମ ଜିଲ୍ଲାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ପଲସ ପୋଲିସ ଟିକାକରଣ ଯୋଜନାର ରୌପ୍ୟ ଜୟନ୍ତି ପାଳନ

Read more