ବୁଢାବୁଢ଼ୀ, ଭିନ୍ନକ୍ଷମ, ବିଧବା ସମସ୍ତଙ୍କ ଦୁଃଖ ବୁଝିଲେ ନବୀନ

ଭୁବନେଶ୍ୱର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମୁଖ୍ୟମନ୍ତ୍ରୀ ଆମ କଥାରେ ଜନସାଧାରଣଙ୍କ ସହ ସିଧାସଳଖ କଥା ହୋଇଥିଲେ ।

Read more