ଶୁକ୍ରବାର ପୂର୍ବାହ୍ନ 10ଟା ସୁଦ୍ଧା ପୁରୀ ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା

ଭୁବନେଶ୍ବର () ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୫କିମି ବେଗରେ ପୁନଶ୍ଚ ଉତର-ଉତରପୂର୍ବ ଦିଗରେ ଗତିକରି ଗୁରୁବାର ପୂର୍ବାହ୍ନ 1.30 ସୁଦ୍ଧା

Read more