ଆଉଟସୋର୍ସିଂରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମିଳୁନି ଇପିଏଫ୍ ସୁବିଧା

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ଚାକିରି । ଦରମା ବି କିଛି କମ୍ ନୁହେଁ । ବ୍ୟାଙ୍କ୍ ଆକଉଣ୍ଟକୁ ପ୍ରତିମାସରେ ମୋଟା ରକମର ଦରମା ଆସୁଛି ।

Read more