ଶିଶୁ ହୃଦରୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଅହମଦାବାଦ () ଅହମଦାବାଦସ୍ଥିତ ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିକିତ୍ସାରତ ୧୫୦ ପିଲାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

Read more