ଓଡିଶା ଦ୍ରବ୍ୟ ଓ ସେବା କର ଅଧିନିୟମ 2017କୁ ସଂଶୋଧନ କରିବାକୁ ପ୍ରସ୍ତାବ

ପ୍ରସ୍ତାବିତ ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଧେୟକ,2021 ମାଧ୍ୟମରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, 2017ର 14 ଟି ଧାରା ଓ ଅନୁସୁଚୀ || ର paragraph- 7 ର ସଂଶୋଧନ କରାଯିବ

ପ୍ରସ୍ତାବିତ ବିଧେୟକ ମାଧ୍ୟମରେ ମୁଖ୍ୟତଃ ପଂଜିକୃତ ଟିକସଦାତାମାନେ ଉପକୃତ ହେବେ ଓ କର ପ୍ରଶାସକମାନେ GST କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିବେ ଯଥା

ଏହା ଦ୍ବାରା ଏକ ବ୍ୟକ୍ତି/ଅନୁଷ୍ଠାନ ଯିଏକି ନିଜର ସଦସ୍ୟମାନଂକୁ ନଗଦ ବା Deferred Payment ବଦଳରେ ଦ୍ରବ୍ୟ ବା ସେବାର କାରବାର କରୁଥିବେ ସେହି ବ୍ୟକ୍ତି ତଥା ସେହି ଅନୁଷ୍ଠାନର ସଦସ୍ୟ ମାନେ ଭିନ୍ନ ପଂଜିକୃତ ବ୍ୟକ୍ତି ଭାବେ ପରିଗଣିତ ହେବେ ଓ ତାଂକ ଉପରେ ଟିକସ ଲାଗୁ ହେବ।

iv. ଏକ ସ୍ବ-ପ୍ରମାଣିକୃତ ବ୍ୟବସ୍ଥା ଜରିଆରେ ପଂଜିକୃତ ବ୍ୟକ୍ତିମାନେ Annual Return ଦାଖଲ କରିବେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ପଂଜିକୃତ ବ୍ୟକ୍ତିମାନଂକୁ Annual Return ଦାଖଲ କରିବାରୁ ଅବ୍ୟାହତି

ii. ପଂଜିକୃତ ବ୍ୟକ୍ତିମାନଂକର ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ କାରବାର, ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ହେଲେ, Chartered Accountant କିମ୍ବା Cost Accountant ଦ୍ଵାରା ତାଂକର ହିସାବର ଅଡିଟ୍ କରାଇ ଅଧ୍ୱନିୟମର ଧାରା 35(5) ଅନୁସାରେ ଦାଖଲ କରିବାକୁ ପଡୁଥିବା ଦସ୍ତାବିଜ୍ ଆଉ ଦାଖଲ କରିବାକୁ ପଡିବ ନାହିଁ ।

ଦେବାଲାଗି କମିସନର କ୍ଷମତାପ୍ରାପ୍ତ ହେବେ ।

ଠକି କରି /ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି/ କମ୍ ମାତ୍ରରେ ପ୍ରଦର/ଭୁଲ କ୍ରମେ ଫେରସ୍ତ ଟିକସ/ ଭୁଲ୍ ଭାବେ ହାସଲ କରିଥିବା ITC ର ହିସାବକୁ ସରଳ କରିବା ତଥା ପରିବହନ ଅବସ୍ଥାରେ ଥିବା ଦ୍ରବ୍ୟ ଓ ଯାନକୁ ତଲାସ ଓ ଜବତ୍ କରିବା ଲାଗି ଏକ ଭିନ୍ନ ପ୍ରକ୍ରିୟାର ପ୍ରସ୍ତାବ ରହିଛି।

Share

Leave a Reply

Your email address will not be published. Required fields are marked *

four − 3 =